spot_img

ଲକ୍ଷଣଯୁକ୍ତ ନେଗେଟିଭଙ୍କ ଆରଟିପିସିଆର ଟେଷ୍ଟିଂ ଜରୁରୀ: ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ

କରୋନା ଅପଡେଟ ନେଇ କେନ୍ଦ୍ର ସରକାରଙ୍କ ପ୍ରେସମିଟରେ ଆରଟିପିସିଆର ଟେଷ୍ଟିଂ ଜରୁରୀ ବୋଲି କୁହାଯାଇଛି । ଲକ୍ଷଣଯୁକ୍ତ ନେଗେଟିଭଙ୍କ ଆରଟିପିସିଆର ଟେଷ୍ଟିଂ ଜରୁରୀ ବୋଲି କହିଛନ୍ତି । ସଠିକ ଟ୍ରେସିଂ ଓ ଟେଷ୍ଟିଂ ଉପରେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗୁରୁତ୍ୱ ଦେଇଛନ୍ତି । ତୁରନ୍ତ ରେଜଲ୍ଟ ପାଇଁ କରାଯାଉଥିବା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ଅନେକ ଲକ୍ଷଣ ଥିବା ବ୍ୟକ୍ତିଙ୍କ ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ୍ ଆସୁଛି । ଲକ୍ଷଣଯୁକ୍ତ ଆଣ୍ଟିଜେନ୍ ନେଗେଟିଭ୍ ବ୍ୟକ୍ତିଙ୍କ ପୁନଃ ଟେଷ୍ଟ କରାଯିବା ଜରୁରୀ । ନହେଲେ ସମ୍ପୃକ୍ତ ବ୍ୟକ୍ତି ସୁପର ସ୍ପ୍ରେଡର ହୋଇଯାଇପାରନ୍ତି ବୋଲି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular