spot_img

ଋଷ ତିଆରି କଲା ଦ୍ୱିତୀୟ କରୋନା ଟୀକା

() କରୋନା ଟୀକା ବାହାର କରିବା ଦିଗରେ ସବୁ ଦେଶ ଚେଷ୍ଟା ଚଳାଇଛନ୍ତି । ପ୍ରଥମେ ଋଷ ସ୍ପୁଟନିକ ଭି ନାମକ ଭ୍ୟାକ୍‌ସିନ୍‌ ତିଆରି କରିଥିଲା । ଏବେ ପୁଣି ଥରେ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ଦେଇଛି ଋଷ। ଋଷ ଆଉ ଏକ କରୋନା ଟୀକା ପ୍ରସ୍ତୁତ କରିବାରେ ସଫଳ ହୋଇଛି।

ଏହି ଟୀକାର ନାଁ ରହିଛି EpiVacCorona । ଏହା ଋଷର ଦ୍ୱିତୀୟ କରୋନା ଭ୍ୟାକ୍‌ସିନ୍‌। ଆସନ୍ତା ମାସରେ ଏହାକୁ ଲଞ୍ଚ୍‌ କରାଯିବ। ଏହି ଟୀକାର ମାନବ ପରୀକ୍ଷଣ ସଫଳ ହୋଇଥିବାରୁ ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular