ମେଲବର୍ଣ୍ଣ: ଶ୍ରୀଲଙ୍କା ବିଶ୍ୱକପ ଦଳରେ ସାମିଲ ଥିବା ଅଫ୍ ସ୍ପିନର ସୂରଜ ରଣଦୀପ ଅଷ୍ଟ୍ରେଲିଆରେ ବସ୍ ଡ୍ରାଇଭର ଭାବେ କାମ କରୁଛନ୍ତି । ସେ ମେଲବର୍ଣ୍ଣ ସ୍ଥିତ କମ୍ପାନୀ ଟ୍ରାନ୍ସଡେବରେ ବସ୍ ଚଲାଉଛନ୍ତି । ସୂରଜ ରଣଦୀପ ଶ୍ରୀଲଙ୍କା ତରଫରୁ ୧୨ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ନାମରେ ୪୩ଟି ଓ୍ୱିକେଟ୍ ମଧ୍ୟ ରହିଛି । ଦିନିକିଆରେ ସେ ୩୧ଟି ମ୍ୟାଚ୍ ଖେଳି ୩୬ ଓ୍ୱିକେଟ୍ ନେଇଛନ୍ତି । ଏପରିକି ୭ଟି ଟି୨୦ରୁ ସେ ୭ଟି ଓ୍ୱିକେଟ୍ ଅକ୍ତିଆର କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0