spot_img

ସମ୍ବଲପୁରୀ ଶାଢୀରେ ଚମକିଲେ ଅଭିନେତ୍ରୀ ବିଦ୍ୟା ବାଲନ୍..

ସମ୍ବଲପୁର-ପଶ୍ଚିମ ଓଡିଶାର ସଂସ୍କୁତି ଓ କଳାକୁ ପୁଣି ଜାତୀୟ ସ୍ତରରେ ସମ୍ମାନ ମିଳିଛି । ବିଶ୍ୱ ସ୍ତରରେ ଏହାର ମଧ୍ୟ ବେଶ ଚାହିଦା ରହିଛି । ଏବେ ଏହି ଶାଢୀ ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ ବିଦ୍ୟା ବାଲନ୍ । ଏହି ଶାଢି ପିନ୍ଧି ସାରିବା ପରେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ସମ୍ବଲପୁରୀ ଶାଢୀ ଓ ହସ୍ତତନ୍ତର ପ୍ରଶଂସା କରିଛନ୍ତି । ଶକୁନ୍ତଳା ଦେବୀର ପ୍ରମୋସନ ପାଇଁ ଏହି ଲୁକରେ ଆସିଛନ୍ତି ବିଦ୍ୟା.. ବୁଣାକାର ରମାକାନ୍ତ ମେହେରଙ୍କ ଦ୍ୱାରା ଏହି ଶାଢୀ ପ୍ରସ୍ତୁତ କରାଯାଇଛି । ଗତବର୍ଷଠାରୁ ଏହି ଶାଢି ତାଙ୍କ ପାଇଁ ରଖାଯାଇଥିଲା । ଏହାଦ୍ୱାରା ବୁଣାକାର ଉତ୍ସାହିତ ହେବେ ବୋଲି ଅମ୍ରିତା ସାବତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular