ରାଷ୍ଟ୍ର ଓ ରାଷ୍ଟ୍ରବାଦକୁ ନେଇ କଥା କଟାକଟି ହୋଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ କଂଗ୍ରେସ ନେତା କହ୍ନେୟା କୁମାର | ସମ୍ବିତ ପାତ୍ର କହିଛନ୍ତି ଯେ ଦେଶ ଓ ରାଷ୍ଟ୍ର ଅଲଗା ଅଲଗା | ରାଷ୍ଟ୍ର ମତେ ଜନ୍ମ ଦେଇଛି , ରାଷ୍ଟ୍ର ମୋ ମା , ରାଷ୍ଟ୍ର ପାଇଁ ମୁଁ ମୋ ଜୀବନ ବି ଦେଇପାରିବି | ଏହି ଭାବନା ହେଉଛି ରାଷ୍ଟ୍ରବାଦ | ଅନ୍ୟପଟେ କଂଗ୍ରେସ ନେତା କହ୍ନେୟା କୁମାର କହିଛନ୍ତି ଯେ ବିଜେପି ର ରାଷ୍ଟ୍ରବାଦକୁ ନେଇ ମୋର କୌଣସି ଅସୁବିଧା ନାହିଁ | ଦେଶ ସମ୍ବିଧାନକୁ ନେଇ ଚାଲେ | ବିଜେପି ନା ସମ୍ବିଧାନକୁ ମାନେ ନା ସ୍ୱାଧୀନତାକୁ | ବିଜେପି ବ୍ୟକ୍ତିଗତ ଭାବେ ରାଷ୍ଟ୍ରବାଦକୁ ପ୍ରତିପାଦିତ କରେ |



Visitors Today : 1
Total Visitors : 130167
Total Views : 9891612
Visitors Online Now : 0