spot_img

କାଶ୍ମୀରରେ ହନିମୁନ ମନାଉଛନ୍ତି ସନା ଖାନ

ମୁମ୍ବାଇ: ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ସନା ଖାନଙ୍କ ହନିମୁନ ଫଟୋ ଓ ଭିଡ଼ିଓ । ସନା ସ୍ୱାମୀ ମୁଫତି ଅନସ ସଇଦଙ୍କ ସହ ନିଜର ହନିମୁନର କିଛି ମୁହୂର୍ତ୍ତ ସେୟାର କରିଛନ୍ତି ।

ସେ କାଶ୍ମୀର ଉପତ୍ୟାକାରେ ଏକ ହୋଟେଲ ରୁମରେ ବସିଥିବାର ନଜର ଆସିଛନ୍ତି । ଯେଉଁଥିରେ ସେ ପ୍ରକୃତିକୁ ଉପଭୋଗ କରୁଛନ୍ତି । ପରେ ସ୍ୱାମୀ ମୁଫତ ଆସି ତାଙ୍କ ସହ ସମୟ ବ୍ୟତୀତ କରୁଛନ୍ତି । ଦୁହେଁ ବେସ ଖୁସିଥିବା ନଜର ଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular