spot_img

୬୧ ବର୍ଷ ବୟସରେ ମୁନ୍ନାଭାଇ

ଆଜି ବଲିଉଡ଼ ଅଜିନେତା ସଂଜୟ ଦତ୍ତଙ୍କ ଜନ୍ମଦିନ । ୬୧ ବର୍ଷ ବୟସରେ ପାଦ ଥାପିଲୋ ମୁନ୍ନାଭାଇ । ସଂଜୁବାବାଙ୍କ ଜନ୍ମଦିନକୁ ଖୁବ୍ ସୁନ୍ଦର ଅନ୍ଦାଜରେ ସ୍ତ୍ରୀ ମାନ୍ୟତା ଏବଂ ଝଅ ତ୍ରିଶଳା ଶୁଭେଚ୍ଛା ଜଣାଇଲେ ।

sanjay2

ଝିଅ ତ୍ରିଶଳା ନିଜର ଇଷ୍ଟାଗ୍ରାମରେ ଫୋଟ ସେୟାର କରି ଲେଖିଛନ୍ତି “ହ୍ୟାପି ବର୍ଥଡେ ପାପା ଡ଼ୁକ୍ୟୁସ । ଭଗବାନ ଆପଣଙ୍କୁ ଦୀର୍ଘ ଆନନ୍ଦ ମୟ ସୁସ୍ଥ ଜୀବନ ଦିଅନ୍ତୁ । ମୁ ତୁମକୁ ବହୁତ ଭଲ ପାଏ ଏବଂ ସାରାଜୀବନ ପାଇଁ ପାଉଥିବେ ଏହା ତାଙ୍କ ପାଇଁ ସୀମାହିନ । ଚିୟର୍ସ ପପ୍ସ କିଛି ସମୟରେ ଫେସଟାଇମ କରିବେ । ଆପଣଙ୍କ ଦିନ ସୁନ୍ଦର ହେଉ” ।ଏପରି ତ୍ରୀଶଳା ଦତ୍ତବାପାଙ୍କୁ ୱିସ କରିଥିବାରୁ ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ତ୍ରିଶଳା ନିଜ ବାପାଙ୍କର ଏକ ପୁରୁଣା ଫୋଟ ସେୟାର କରିଥିଲେ ଯେଉଁଥିରେ ସଂଜୟ ସ୍ପିଡ଼ ବୋଟ ରାଇଡ଼ିଂ କରିବା ସହ ଡ୍ରିସଟ୍ରାସ ଜିନ୍ସ ଏବଂ ଅରେଞ୍ଜ ରଙ୍ଗର ସ୍ଲିଭଲେସ ଗଞ୍ଜିରେ ନଜର ଆସିଥିଲେ ।

 

ସେହିପରି ପତ୍ନି ମାନ୍ୟତା ମଧ୍ୟ ଫଟୋ ସେୟାର କରି ଲେଖିଛନ୍ତି “ହ୍ୟାପି ବର୍ଥଡ଼େ ମାଇଁ ଲଭ, ଆପଣଙ୍କୁ ବହୁତ ମିସ୍ କରୁଛି “।

LEAVE A REPLY

Please enter your comment!
Please enter your name here

- Advertisment -

Most Popular