spot_img

ବଲିଉଡ ଅଭିନେତା ସଂଞ୍ଜୟ ଦତ୍ତ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି..

ଫୁସ୍ଫୁସ୍ କର୍କଟରେ ଆକ୍ରାନ୍ତ ବଲିଉଡୁ ଅଭିନେତା ସଂଞ୍ଜୟ ଦତ୍ତପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଲିଲୀବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ବିଭିନ୍ନ ପରୀକ୍ଷଣ କରାଯିବ । ଏହା ପୁର୍ବରୁ ଶନିବାର ସଜଂୟ ଦତ୍ତମୁମ୍ବାଇର ଅନେ୍ଧରିସ୍ଥିତ କୋକିଲାବେନ ହସ୍ପିଟାଲକୁ ଯାଇଥିଲେ ।ସଂଜୟ ଏବେ କ୍ୟାନସରର ଷ୍ଟେଜରେ ଅଛନ୍ତି । ତାଙ୍କର କିଛି ଟେଷ୍ଟ ଗତକାଲି କୋକିଲାବେନ୍ ହସ୍ପିଟାଲରେ ହେଉଥିବାବେଳେ ରବିବାର ଅନ୍ୟ ସବୁ ଟେଷ୍ଟ ପାଇଁ ତାଙ୍କୁ ଲିଲାବତୀ ହସ୍ପିଟାଲକୁ ଅଣାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular