spot_img

ସଞ୍ଜୟ ରାଉତଙ୍କ ପତ୍ନୀକୁ ପଚରାଉଚରା ପାଇଁ ପୁନର୍ବାର ଡକାଇବେ ଇଡି

ମୁମ୍ବାଇ: ପିଏମସି ବ୍ୟାଙ୍କ ଠକେଇ ମାମଲାରେ ପଚରାଉଚରା ପାଇଁ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ଜାନୁଆରୀ ୧୧ ତାରିଖରେ ପୁନର୍ବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଡକାଇଛନ୍ତି । ଏହାପୂର୍ବରୁ ଜାନୁୟାରୀ ୫ ତାରିଖରେ ଇଡି ବର୍ଷା ରାଉତଙ୍କୁ ପଚରାଉଚରା କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular