ବାଲୁଗାଁ : ଯୁବମୋର୍ଚା ବିଜେପି ଚିଲିକା ନିର୍ବାଚନମଣ୍ଡଳୀ ପକ୍ଷରୁ ବାଲୁଗାଁ ଥାନା ଘେରାଉ । ଶହ ଶହ ବିଜେପି ନେତା କର୍ମୀ ଏକାଠି ହୋଇ ଥାନା ଘେରାଉ କରିବା ସହ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତଳିକା ଦାହ କରିଛନ୍ତି । ମାହାଙ୍ଗା ଡବଲ ମର୍ଡର ପ୍ରତିବାଦରେ ଅଭିଯୁକ୍ତଙ୍କ ତୁରନ୍ତ ଗିରଫ ଦାବି ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବିରେ ଏହି ବିକ୍ଷୋଭ ପ୍ରଦଶନ କରାଯାଇଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 1