ମୁମ୍ବାଇ: ଚର୍ଚ୍ଚାରେ ଏବେ ଷ୍ଟାରପ୍ଲସରେ ଆରମ୍ଭ ହୋଇଥିବା ସିରିୟଲ ଅନୁପମା । ଟିଆରପି ଲିଷ୍ଟିରେ ଅନ୍ୟମାନଙ୍କୁ ପଛରେ ପକାଇଛି ଏହି ସିରିୟଲ । କିନ୍ତୁ ଏଥର ସିରିୟଲରେ ଆସିବାକୁ ଯାଉଛି ନୁଆ ଟ୍ୱିଷ୍ଟି ।

ଏନେଇ ଷ୍ଟାରପ୍ଲସ ତରଫରୁ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଜାରି କରାଯାଇଛି । ଯେଉଁ ଥିରେ ଅନୁପମା ଓ ବନରାଜଙ୍କ ବିବାହକୁ ନେଇ ରହିଛି ଜବରଦସ୍ତ ସସପେନ୍ସ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0