spot_img

ସାର୍କ ଧରିଥିବାର ନଜର ଆସିଛନ୍ତି ଏହି ମହାନ କ୍ରିକେଟରଙ୍କ ପୁଅ

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆ ଦଳର ପୂର୍ବତନ କ୍ୟାପଟେନ ତଥା ମହାନ କ୍ରିକେଟର ରିକି ପଣ୍ଟିଂଙ୍କ କୁନି ପୁଅ ସାର୍କ ଧରିଥିବାର ନଜର ଆସିଛନ୍ତି । ନିଜେ ରିକି ପଣ୍ଟିଂ ଏକ ଫୋଟ ସେୟାର କରି ଲେଖିଛନ୍ତି, ପ୍ରଥମଥର ସାର୍କ ଧରି ତାଙ୍କ ପୁଅ ଫ୍ଲେଚ ବହୁତ ଖୁସି ଥିଲେ । ଏହା ସହ ସାର୍କ ଧରିବା ପରେ ପୁଣିଥରେ ସାର୍କକୁ ପାଣିରେ ଛାଡି ଦିଆଯାଇଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ରିକି ପଣ୍ଟିଂ ବିଗ ବାସ ଲିଗରେ ମହାନ ୱେଷ୍ଟଇଣ୍ଡିଜ କ୍ରିକେଟର ବ୍ରାଏନ ଲାରାଙ୍କ ସହ କମେଣ୍ଟି୍ର କରୁଥିବାର ନଜର ଆସିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular