spot_img

ପ୍ରଥମ ଦିନର ଖେଳ ଶେଷ ହେବା ସୁଦ୍ଧା ଅଷ୍ଟ୍ରେଲିଆ ଦଳ ୧୬୬/୨

ସିଡନୀ: ଭାରତ ଅଷ୍ଟ୍ରେଲିଅେ ମଧ୍ୟରେ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଘରୋଇ ଦଳ ପ୍ରଥମ ଦିନର ଖେଳ ଶେଷ ହେବା ସୁଦ୍ଧା ୨ ୱିକେଟ ହରାଇ ୧୬୬/୨ ରନ କରିଛି । ତେବେ ପ୍ରଥମ ଦିନରେ ଘରୋଇ ଦଳ ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ନର ଓ ୱିଲ ପୁକୋଭସ୍କିଙ୍କ ୱିକେଟ ହରାଇଛି । କଅନ୍ୟପ୍ଣଙ୍କ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଉଭୟ ଦଳ ୧-୧ରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular