ପଞ୍ଜାବ: ପଞ୍ଜାବ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଗୁରୁବାର ୦୭ ଜାନୁୟାରୀରୁ ରାଜ୍ୟର ସମସ୍ତ ସରକାରୀ, ଅର୍ଦ୍ଧ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ 5 ରୁ 12 ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯିବ। ଏହି ସମୟ ମଧ୍ୟରେ ସାମାଜିକ ଦୂରତା ପ୍ରୋଟୋକଲକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଆସନ୍ତାକାଲି ୦୭ ଜାନୁୟାରୀରୁ ଛାତ୍ରମାନେ ଶାରୀରିକ କ୍ଲାସରେ ଯୋଗଦେବା ପାଇଁ ବିଦ୍ୟାଳୟକୁ ଯାଇପାରିବେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0