spot_img

ଦୁଇ ସ୍କୁଲରେ ୧୮୭ ଛାତ୍ରଛାତ୍ରୀ ଓ ୭୫ ସ୍କୁଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ମଲପ୍ପୁରମ: କେରଳରେ ସ୍କୁଲ ଖୋଲିବାର ମାସେ ପରେ ମଲପ୍ପୁରମର ଦୁଇଟି ସ୍କୁଲର ୧୮୭ ଛାତ୍ରଛାତ୍ରୀ ଓ ୭୫ ସ୍କୁଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜଣେ ଶିକ୍ଷକ ଓ ଛାତ୍ର କରୋନା ପଜିଟିଭ ଚିହ୍ନଟ ହେବାପରେ ସ୍କୁଲର ଅନ୍ୟ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ କରୋନା ଯାଞ୍ଚ କରାଯାଇଥିଲା। କରୋନା ପଜିଟିଭ ଚିହ୍ନଟ ହେବାପରେ ଦୁଇ ସ୍କୁଲରେ ଛୁଟି ଘୋଷଣା କରାଯାଇଛି।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular