ପ୍ରଥମ ବିଶ୍ୱଯୁଦ୍ଧ ପରେ ମୃତୁ୍ୟ ଏବଂ ବିନାଶ ଏତେ ଭୟଙ୍କର ଥିଲା ଯେ ଏହାକୁ ସମସ୍ତେ ଯୁଦ୍ଧର ଶେଷ ଯୁଦ୍ଧ ବୋଲି କହୁଥିଲେ । ତଥାପି ପ୍ରଥମ ବିଶ୍ୱଯୁଦ୍ଧର ପରିସମାପ୍ତି ପରେ ହୋଇଥିବା ଚୁକ୍ତି ବିଶ୍ୱ ସମସ୍ୟାର ସମାଧାନ କରିନଥିଲ ବରଂ ସିଧାସଳଖ ପରବର୍ତ୍ତୀ ବିପର୍ଯ୍ୟୟ ଘଟାଇଥିଲା ।ଯାହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ କୁହାଯାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧର ଅନେକ କାରଣ ରହିଛି । ପ୍ରଥମ ବିଶ୍ୱଯୁଦ୍ଧ ପରେ ଭର୍ସେଲ ଚୁକ୍ତିର ଅଭାବ ,ବିଶ୍ୱବ୍ୟାପି ଅର୍ଥନୈତିକ ଅବସାଦ, ଶାନ୍ତିର ବିଫଳତା ଜର୍ମାନୀ ଏବଂ ଜାପାନରେ ସାମରିକବାଦ ବୃଦ୍ଧି ବିଫଳତା ଯୋଗୁଁ ଏପରି ସବୁ ହୋଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0