ଖୋର୍ଦ୍ଧାଜିଲ୍ଲା ବାସୀଙ୍କର ମୌଳିକ ସମସ୍ୟା ସମାଧାନ ଦିଗରେ ମିଳିମିଶି ସହଯୋଗ ର ହାତ ବଢାଇବା ସହିତ, କିଭଳି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ୱାଭିମାନ ସୁରକ୍ଷା ସମିତି ନାମକ ଏକ ସାମାଜିକ ସଂଗଠନ ଉନ୍ମୋଚନ ହୋଇଯାଇଛି । ସରକାରୀ କୋଭିଡ୍ ନିୟମ ଅନୁଯାୟୀ ଏହି ସଭା ଗୁରୁଜଙ୍ଗ ସ୍ଥିତ ଆରଆର୍ ଗାର୍ଡେନ୍ ଠା ରେ ଅନୁଷ୍ଠିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଶ୍ରୀ ସୁବାଷ ଗନ୍ତାୟତ ,ବରିଷ୍ଠ ସ୍ୱୟଂ ସେବକ ମିହିର ଭାଇ ,ସମାଜ ସେବୀ ରାଜ କିଶୋର ପାଲଟାସିଂହ, ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସଂଗଠନ ର ଆବାହକ ଶ୍ରୀ ଅବନୀ କାନ୍ତ ଜେନା ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋକପାତ କରିଥିଲେ ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0