spot_img

ନିଟ୍ ପାଇଁ ବିଏମସିର ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର : ସେପ୍ଟେମ୍ବର ୧୩ରେ ହେବାକୁ ଥିବା ନିଟ୍ ପରୀକ୍ଷା ପାଇଁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରାୟ ୧୫ ହଜାର ପରୀକ୍ଷାର୍ଥୀ ରାଜଧାନୀର ୩୧ଟି କେନ୍ଦ୍ରରେ ଦେବେ ପରୀକ୍ଷା । ଶନିବାରଠାରୁ ୫ଟି ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ପିଲା ରହିବେ । ପ୍ରତି ରହଣି କେନ୍ଦ୍ରରେ ବିଶୋଧନ ବ୍ୟବସ୍ଥା ସହ ମେଡ଼ିକାଲ ଟିମ୍ ମଧ୍ୟ ରହିବେ । ପରୀକ୍ଷା କେନ୍ଦ୍ର ବାହାରେ ମାଇକ୍ ଯୋଗେ ଭିଡ଼ ନିୟନ୍ତ୍ରଣ ପାଇଁ ସଚେତନ କରାଯିବ । ପ୍ରସ୍ତୁତି ବୈଠକ ପରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular