spot_img

ବିଦ୍ୟୁତ ଆଘାତରେ ଯୁବକଙ୍କର ମୃତ୍ୟୁ

ନୟାଗଡ଼ : କରେଣ୍ଟ ଲାଗି ଜଣେ ଯୁବକଙ୍କ ମୃତ୍ୟୁ। ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମହିପୁର ଅଞ୍ଚଳରେ ଘଟିଛି ଘଟଣା । ମୃତକ ଜଣକ ହେଲେ ଖୋଷାକଟା ଗ୍ରାମର ପଦ୍ମଲୋଚନ ସାହୁ। ସକାଳୁ ସେ ଦୋକାନ ସଟର ଖୋଲୁଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular