ନୂଆଦିଲ୍ଲୀ: ପକ୍ଷୀଙ୍କୁ ଖାଦ୍ୟ ଖୁଆଇ ବିବାଦରେ ପଡିଛନ୍ତି ଭାରତୀୟ ଦଳର ବିସ୍ଫୋରକ ଓପନର ଶିଖର ଧାୱନ । ତେବେ ଉତ୍ତରପ୍ରଦେଶର ବାରାଣସୀ ବୁଲିବାକୁ ଯାଇଥିବାବେଳେ ଧାୱନ ଗଙ୍ଗା ନଦୀରେ ବୋଟ୍ରେ ଯାତ୍ରା କରିଥିଲେ। ଏହି ସମୟରେ ସେ ପକ୍ଷୀଙ୍କୁ ଖାଦ୍ୟ ଖୁଆଉଥିବାର କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାର କ୍ୟାପଶନ୍ରେ ଲେଖିଥିଲେ ‘ହାପିନେସ୍ ଇଜ୍ ଫିଡିଂ ବାର୍ଡ୍ସ’। ଅନ୍ୟପଟେ ବାର୍ଡ ଫ୍ଲୁ ସମୟରେ ପକ୍ଷୀଙ୍କୁ ଖାଦ୍ୟ ଖୁଆଇଥିବା ଶିଖର ଧାୱନଙ୍କ୍ୁ ବିବାଦ ଘେରକୁ ଟାଣି ଆଣିଛି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0