spot_img

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ..

ଜ୍ୟୋତିରାଦିତ୍ୟ ସିନ୍ଧିଆ ଖୁବ୍ ଶୀଘ୍ର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି । ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ସାକ୍ଷାତ ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ ନାଗପୁରରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ସାଧାରଣ ସଂପାଦକ ଭାୟାଜୀ ଯୋଶୀଙ୍କୁ ଭେଟିଥିଲେ । ଭାଗବତ-ସିନ୍ଧିଆ ସାକ୍ଷାତ ପଛରେ ଲବି ସକ୍ରିୟ ରହିଥିବା ଚର୍ଚ୍ଚା କରାଯାଇଛି । ସେପଟେ ମଧ୍ୟପ୍ରଦେଶର ୨୭ଟି ବିଧାନସଭା ଆସନରେ ହେବାକୁଥିବା ଉପ-ନିର୍ବାଚନ ପାଇଁ ସିନ୍ଧିଆ ଶକ୍ତି ପ୍ରଦର୍ଶନର ଆରମ୍ଭ କରିସାରିଛନ୍ତି

LEAVE A REPLY

Please enter your comment!
Please enter your name here

- Advertisment -

Most Popular