୯୦ ବର୍ଷ ବୟସ୍କା ଏହି ଭେଟେରାନ୍ ଗାୟିକାଙ୍କ ଝିଅ ସୌମି ସେନଗୁପ୍ତା କହିଛନ୍ତି ଯେ ତାଙ୍କ ମା’ଙ୍କୁ ଦିଲ୍ଲୀରୁ ବରିଷ୍ଠ କେନ୍ଦ୍ର ସରକାରୀ ଅଧିକାରୀମାନେ ଯେତେବେଳେ ଟେଲିଫୋନ୍ରେ ଯୋଗାଯୋଗ କରି ପଦ୍ମ ପୁରସ୍କାର ଗ୍ରହଣ ପାଇଁ ତାଙ୍କର ସମ୍ମତ୍ତି ଲୋଡ଼ିଥିଲେ ସେତେବେଳେ ସେ ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ। ଭେଟେରାନ ଗାୟିକା ସନ୍ଧ୍ୟା ମୁଖାର୍ଜୀ ମଙ୍ଗଳବାର ପଦ୍ମଶ୍ରୀ ଗ୍ରହଣ କରିବାକୁ ମନା କରିଦେଇଛନ୍ତି । ୯୦ ବର୍ଷ ବୟସ୍କା ଏହି ଭେଟେରାନ୍ ଗାୟିକାଙ୍କ ଝିଅ ସୌମି ସେନଗୁପ୍ତା କହିଛନ୍ତି ଯେ ତାଙ୍କ ମା’ଙ୍କୁ ଦିଲ୍ଲୀରୁ ବରିଷ୍ଠ କେନ୍ଦ୍ର ସରକାରୀ ଅଧିକାରୀମାନେ ଯେତେବେଳେ ଟେଲିଫୋନ୍ରେ ଯୋଗାଯୋଗ କରି ପଦ୍ମ ପୁରସ୍କାର ଗ୍ରହଣ ପାଇଁ ତାଙ୍କର ସମ୍ମତ୍ତି ଲୋଡ଼ିଥିଲେ ସେତେବେଳେ ସେ ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0