ନବରଙ୍ଗପୁର: ନବରଙ୍ଗପୁର ତାଲାପଦର ନିକଟରେ ନିର୍ମାଣାଧୀନ ପୋଲ ଭୁଶୁଡ଼ି ୬ ଆହତ । ୬ଆହତ ଶ୍ରମିକଙ୍କ ମଧ୍ୟରୁ ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉମରକୋର୍ଟ ଡ଼ାକ୍ତରଖାନାରେ ଭତ୍ତି କରାଯାଇଛି । ଏଥି ମଧ୍ୟରୁ ଜଣଙ୍କର ମୃତୁ୍ୟ ହୋଇଛି । ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ବେଳେ ଏପରି ଅଘଟଣ ହୋଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0