ଫିଲ୍ମି ଅଭିନେତା ସୋନୁ ସୁଦ୍ ଏବେ କାଶ୍ମିରି ନାବିକଙ୍କୁ ସାହାର୍ଯ୍ୟ କରିବା ନେଇ ଚର୍ଚ୍ଚାରେ । ୨ଦିନ ତଳେ ଟ୍ୱିଟରରେ ସାହାର୍ଯ୍ୟ ମାଗିବାରୁ ସୋନୁ ସାହାର୍ଯ୍ୟର ହାତ ବଢାଇଥିଲେ । ମାଝି ସାମ୍ରାଜ୍ୟର ଅଧ୍ୟକ୍ଷ ପ୍ରମୋଦ ମାଝିଙ୍କ ପାଖକୁ ରିଲିଫ ସାମଗ୍ରୀ ପହଂଚିଥିଲା । ସୋନୁଙ୍କ ଦ୍ୱାରା ପଠାଯାଇଥିବା ରିଲିଫ ସାମଗ୍ରୀକୁ ରାଜଘାଟ ,ଦଶ୍ୱାଶମେଧ, ଏବଂ ଶିବାଲା ଘାଟରେ ୨୨୦ ନାବିଙ୍କକୁ ବଣ୍ଟାଯାଇଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0