spot_img

ସୌରଭ ଗାଙ୍ଗୁଲିଙ୍କ ସ୍ତ୍ରୀ ଡୋନା ଗାଙ୍ଗୁଲିଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ

ବିସିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସ୍ତ୍ରୀ ଡୋନା ଗାଙ୍ଗୁଲିଙ୍କ ନାମରେ ଏକ ନକଲି ଫେସବୁକ ପେଜ ଥିବା ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି । ଜଣେ ପୋଲିସ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ଡୋନା ଏବଂ ଝିଅ ସାନାଙ୍କ ନାଁରେ ନକଲି ଆକାଉଂଟଣ୍ଟ ଖୋଲାଯାଇଛି । ଆନେକ ଫଟୋ ସେୟାର କରାଯାଇଛି ପୋଲିସ ଅଧିକାରୀ କହିଛନ୍ତି । ଘଟଣାର ଅନୁସନ୍ଧାନ କରାଯାଉଛି । ଓଡିଶୀ ନୃତ୍ୟଶିଳ୍ପୀ ଡୋନା କହିଛନ୍ତି ଯେ, ତାଙ୍କର ଜଣେ ଛାତ୍ର ତାଙ୍କୁ ନକଲି ଫେସବୁକ ପେଜ ବିଷୟରେ କହିଥିଲେ । ପରେ ସେ ପୋଲିସ ସହିତ ଯୋଗାଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular