ମୁମ୍ବାଇ: ଖୁବଶୀଘ୍ର ବଡପରାଦାରେ ନାଗିନ ଭୂମିକାରେ ନଜର ଆସିବେ ବଲିଉଡ଼ ଅଭିନେତ୍ରୀ ଶ୍ରଦ୍ଧା କପୁର । ଶ୍ରଦ୍ଧାଙ୍କ ଅପକମିଙ୍କ ଫିଲ୍କ ନାଗିନ ଯାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍କଟି ତିନୋଟି ପର୍ଯ୍ୟୟରେ ସୁଟିଂ କରାଯିବ । ଏହି ଫିଲ୍କର ନିଦେ୍ର୍ଦଶନା ଦେଇଛନ୍ତି ନିଖିଳ ଦ୍ୱିବେଦୀ ।
ବହୁତ ସମୟ ପରେ ବଡ଼ ପରଦାରେ ପୁଣି ଥରେ ଇଛାଧାରୀ ନାଗିନକୁ ଦେଖିବାକୁ ମିଳିବ । ତେବେ ଏହାପୂର୍ବରୁ ରୀନା ରାୟ ଏବଂ ଶ୍ରୀଦେବୀ ମଧ୍ୟ ଇଛାଧାରୀ ନାଗିନ ହୋଇସାରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0