ଦୁବାଇ: ଚଳିତ ବର୍ଷ ଆଇପିଏଲର ଏକାଦଶ ଦିନରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁ ମୁହିଁ ହୋଇଥିଲେ । ତେବେ ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୫ ରନରେ ସନରାଇଜର୍ସ ହାଇଦ୍ରାବାଦ ପରାସ୍ତ କରଛି । ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଜୋନି ବେୟାରଷ୍ଟୋଙ୍କ ଅର୍ଧଶତକ ଏବଂ କ୍ୟାପଟେନ ଓ୍ଵାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ ୪ ଓ୍ଵିକେଟ୍ ହରାଇ ହାଇଦ୍ରାବାଦ ୧୬୨ ରନ ସଂଗ୍ରହ କରିଥିଲା । ଅନ୍ୟପଟେ ଦିଲ୍ଲୀ କାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୧୪୭ ରନ କରି ମ୍ୟାଚ ହାରିଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0