ନାପଲ୍ସ: ଇଟାଲିଆନ କ୍ଲବ ନାପୋଲି ପକ୍ଷରୁ ପୂର୍ବତନ ଅଧିନାୟକ ଡଏଗୋ ମାରାଡୋନାଙ୍କୁ ସମ୍ମାନିତ କରିବାକୁ ଯାଇ ତାଙ୍କ ନାମରେ ଷ୍ଟାଡିୟମର ନାମ ବଦଳାଇ ଦେଇଛନ୍ତି । ତେବେ ନାପଲ୍ସ ସିଟି କାଉନସିଲର ସର୍ବସମ୍ମତି ନିଷ୍ପତ୍ତିକ୍ରମେ ଷ୍ଟାଡିଓ ସାନ ପାଓଲୋର ନାମ ପରିବର୍ତ୍ତନ କରାଯାଇ ଷ୍ଟାଡିଓ ଡିଏଗୋ ଆର୍ମାଣ୍ଡୋ ମାରାଡୋନା ରଖାଯାଇଛି । କିଛି ଦିନ ପୂର୍ବରୁ ୬୦ ବର୍ଷ ବୟସରେ ମାରାଡୋନାଙ୍କ ଦେହାନ୍ତ ଘଟିଥିଲା । ଏହି ଅବସରରେ ହଜାର ହଜାର ତାଙ୍କ ପ୍ରଶଂସକ ନାପୋଲି ଷ୍ଟାଡିୟମରେ ଏକାଠି ହୋଇ ଶୋକ ପ୍ରକାଶ କରିଥିଲେ ।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0