କାକଟପୁର: ନିମ୍ବ ବନିକା ପ୍ରସ୍ତୁତି ବୈଠକ ଅନୁଷ୍ଠିତ । କାକଟପୁର ପ୍ରାଚୀ ନଦୀ କୂଳରେ ଏକଶହରୁ ଉଦ୍ଧ୍ୱର୍ ନିମ୍ବ ଗଛ ଲଗାଇବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଛି । ନିମ୍ବ ବନୀକରଣ ହେବା ଦ୍ୱାରା ଭବିଷ୍ୟତରେ ଏହା ବିଭିନ୍ନ କାର୍ଯ୍ୟରେ ଲାଗିବ । ସେଥିପାଇଁ ଉପସ୍ଥିତ ଅତିଥି , ଅଞ୍ଚଳର ସମାଜସେବୀ , ବୃକ୍ଷ ପ୍ରେମୀମାନଙ୍କୁ ଆସନ୍ତା ୨୨ ତାରିଖରେ କାକଟପୁର ମା ମଙ୍ଗଳାଙ୍କ ସମ୍ମୁଖରେ ଉପସ୍ଥିତ ହେବାକୁ କୁହାଯାଇଛି । ଏହା ସହ ନିମ୍ବ ବନିକା କାର୍ଯ୍ୟକ୍ରମର ମଧ୍ୟ ଯୋଜନା ରହିଛି । ବୁଧବାର ପୁରୀର ପ୍ରାଚୀ ନଦୀ କୂଳରେ ଏହି ବୈଠକ ଆୟୋଜିତ ହୋଇଥିଲା ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0