ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରିଖ ପୂର୍ବରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ। ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଏ ସଂପର୍କରେ ସୂଚନା ଦେଇଛନ୍ତି। ଏହି ମୌସୁମୀ ଅଧିବେଶନ କେଉଁଠି ବସିବ ସେନେଇ କୌଣସି ନିଷ୍ପତି ହୋଇନି। ବିଧାନସଭା କି ଲୋକସେବା ଭବନରେ ବସିବ ସେନେଇ ନିଷ୍ପତି ନିଆଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି। କୋଭିଡ ନିୟମ ଅନୁସାରେ କେମିତି ବିଧାନସଭା ବସିବ ସେନେଇ, ରାଜସ୍ଥାନ ଏବଂ କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କ ସହ ଆଲୋଚନା କରାଯାଇଛି ବୋଲି ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0