spot_img

ବିଦେଶୀ ସେଲିବ୍ରିଟିଙ୍କ ଟ୍ୱିଟକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ

ବିଦେଶୀ ସେଲିବ୍ରିଟିଙ୍କ ଟ୍ୱିଟକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବୟାନ ସାମ୍ନାକୁ ଆସିଛି । ଶାହା କହିଛନ୍ତି ଯେ କୌଣସି ବି ଅପପଚାର ଭାରତର ଏକତାକୁ ଭାଙ୍ଗିପାରିବନାହିଁ । ଦେଶ ଲଗାତାର ଭାବେ ଆଗକୁ ବଢ଼ିଚାଲିଛି, ଯାହାକୁ କେହି ବି ହେଲେ ଅଟକାଇପାରିବେ ନାହିଁ । କୃଷକ ଆନେ୍ଦାଳକନୁ ନେଇ ଆମେରିକାର ଗାୟିକା ରିହାନା ଏବଂ ଅନ୍ୟ ସେଲିବ୍ରିଟିମାନଙ୍କ ଟିପଣୀକୁ ନେଇ ଅମିତ ଶାହା ଏପରି ବୟାନ ଦେଇଛିନ୍ତି । ସେପଟେ ଭାରତ ସରକାରଙ୍କ ପକ୍ଷରୁ ଏମଇର ଟ୍ୱିଟର ହ୍ୟାଣ୍ଡଲରେ ଏହି ପ୍ରସଙ୍ଗ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । କୌଣସି ପ୍ରସଙ୍ଗରେ ମନ୍ତବ୍ୟ ପୂର୍ବରୁ ତଥ୍ୟର ଯାଞ୍ଚକରିବା ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular