ଭୁବନେଶ୍ବର : ବିଧାନସଭା ଚାଲିଥିବା ବେଳେ ଗାନ୍ଧିମାର୍ଗରେ ବିକ୍ଷୋଭ କରିବା ମନା। କୋଭିଡ୍ ପାଇଁ ଲାଗୁ ହୋଇଥିବା ନିୟମ ଯୋଗୁଁ ଏହି ଅନୁମତି ଦିଆଯାଇ ନାହିଁ। ଏନେଇ ପୋଲିସ କମିଶନର ଫୋନ ଯୋଗେ ସୂଚନା ଦେଇଛନ୍ତି। ସେ କହିଛନ୍ତି, କୌଣସି ସଂଗଠନକୁ ଏନେଇ ଅନୁମତି ଦିଆଯାଇ ନାହିଁ। ବିଧାନସଭା ବେଳେ କୌଣସି ବିକ୍ଷୋଭ ଓ ରାଲି ନକରିବାକୁ ଅନୁରୋଧ।



Visitors Today : 0
Total Visitors : 130537
Total Views : 9892087
Visitors Online Now : 0