ସଂଗରୋଧରୁ ୬୨ ଲୋକାଲ କଣ୍ଟ୍ରାକ୍ଟ କେସ ୨୫୫ ହୋଇଥିବାବେଳେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୮୫୫ ସହ ସୁସ୍ଥ ରେର୍କଡ ୧୭୧୭୬ । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ ଯୋଗେ ସୁଚନା ଦେଇଛି । ୟୁନିଟ-୯ରୁ ୧୭ ଶୈଳାଶ୍ରୀ ବିହାର ଓ ୟୁନିଟ ୮ରୁ ୧୨ ଲେଖାଁଏ ସହିଦ ନଗରରୁ ୧୧ ,ବରମୁଣ୍ତା ଓ ନୟାପଲ୍ଲୀରୁ ୯ ପଟିଆ ଓ ୟୁନିଟ -୨ରୁ ୮ଲେଖାଁଏ ଝାରପଡା ଓ ଆଇଆରସି ଭିଲେଜରୁ ୬ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚକେଇସିଆଣି ୫ ମଚେଂସରରୁ ୬ , ରସୁଲଗଡ ,ୟୁନିଟ-୩ରୁ ଏବଂ ଓଲଡ ଷ୍ଟେସନ ବଜାରରୁ ୪ ଲେଖାଁଏ ଜୟଦେବ ବିହାର , ଜାଗମରା ,ଗ୍ୟାରେଜ ଛକ , ଫରେଷ୍ଟ ପାର୍କ ଏରିଆରୁ ୪ ଲେଖାଁଏ ସତ୍ୟନଗର ବମିଖାଲ ଓ ବାପୁଜିନଗରରୁ ୪ ଲେଖାଁଏ ଚିହ୍ନଟ ହୋଇଛନ୍ତି ।
ରୁ



Visitors Today : 3
Total Visitors : 130169
Total Views : 9891615
Visitors Online Now : 0