spot_img

ସ୍କୁଲରେ ସ୍ୱାଧିନତା ଦିବସ ପାଳନ ବେଳେ ଯୋଗଦେବେନି ଛାତ୍ରଛାତ୍ରୀ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି ରେ । କରୋନା ପାଇଁ ସ୍କୁଲ କଲେଜ ସବୁ ବନ୍ଦ ରହିଛି । ତେବେ ଚଳିତ ବର୍ଷ କୋଭିଡ କଟକଣାରେ ସ୍କୁଲରେ ସ୍ୱାଧିନତା ଦିବସ ପାଳନ କରାଯାଉଛି ।
। ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ହେବା ସମୟରେ ରହିବେନି ଛାତ୍ରଛାତ୍ରୀ । ପତାକା ଉତ୍ତଳନ ବେଳେ କେବଳ ପ୍ରଧାନ ଶିକ୍ଷକ, VEC ଓ ଶିକ୍ଷକ ଶିକ୍ଷୟିତ୍ରୀ ସ୍ୱାଧୀନତା ଦିବସ ପାଳନ କରିବେ । ଯେଉଁଠି  VEC ନଥିବେ, ସେଠି ପ୍ରଧାନ ଶିକ୍ଷକ ପତାକା ଉତ୍ତୋଳନ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular