ଖୋର୍ଦ୍ଧା: ଖୋର୍ଦ୍ଧାରେ ଯୋଗାଣ ବୋର୍ଡ଼ କମିଟି ବୈଠକ । ଡ଼ିଆରଡ଼ିଏ କନଫେରେନସ୍ ହଲରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବୋର୍ଡ଼ର ଅଧ୍ୟକ୍ଷ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ଡ଼ିଆରଡ଼ିଏ ସଭାପତି ପ୍ରଫୁଲ୍ଲ କୁମାର ଦଳେଇ, ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ସହିତ ଜିଲ୍ଲାର ସବୁ ବିଭାଗର ଅଧିକାରୀ ଏବଂ ରାଜନୈତିକ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଉକ୍ତ ସଭାରେ ଜିଲ୍ଲାର ବହୁ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଥିବା ଏବଂ ଆଗାମୀ ଦିନରେ ଜିଲ୍ଲାରେ କିପରି ବହୁ ଉନ୍ନତି ମୂଳକ କାର୍ଯ୍ୟ କରାଯିବ ସେ ସମ୍ପର୍କରେ କମିଟିରେ ସ୍ଥିରିକୃତ କରାଯାଇଥିଲା ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0