ଧୋନୀଙ୍କ ପରେ କ୍ରିକେଟରୁ ବିଦାୟ ନେଲେ ସୁରେଶ ରୈନା । ଭାରତୀୟ କ୍ରିକେଟ ଦଳର ମଧ୍ୟବିତ୍ତ ବାମହସ୍ତୀ ବ୍ୟାଟସ୍ ମ୍ୟାନ ରୈନା । ସେ ମଧ୍ୟ ତାଙ୍କ ଅବସର ନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଅଗଣିତ ଦର୍ଶକଙ୍କୁ ଧନ୍ୟବାଦ ଜଣାଇବା ସହ ଧୋନୀଙ୍କ ରାସ୍ତାକୁ ଆପଣାଇଥିବା ସେ ସୂଚନା ଦେଇଛନ୍ତି । ଫଳରେ ଦେଶର ୭୪ ତମ ସ୍ୱାଧୀନତା ଦିବସରେ ଦୁଇ ଦୁଇ ଜଣ ଚର୍ଚ୍ଚିତ ଖେଳାଳୀ ଆଜି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ଭାରତୀୟ କ୍ରିକେଟ ଦଳକୁ ବଡ ଝଟକା ଲାଗିଥିବା ବେଳେ ପ୍ରଶଂସକମାନଙ୍କୁ ଏହା ଖୁବ୍ ମର୍ମାହତ କରିଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0