ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ପ୍ରର୍ବତ୍ତନ ନିଦେ୍ର୍ଦଶାଳୟ (ଇଡି) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ଇଡି ପକ୍ଷରୁ ଆଜି ବିଧିବଦ୍ଧ ଭାବରେ ଏକ ମନି ଲଣ୍ଡରିଂ ମାମଲା ଆଗତ ହୋଇଛି । ଏଥିସହ ତଦନ୍ତ ପାଇଁ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତି ଓ ଅନ୍ୟ ସଂପୃକ୍ତ ପକ୍ଷମାନଙ୍କୁ ତଦନ୍ତ ପରିସରଭୁକ୍ତ କରିଛି । ଏହି ମାମଲାରେ ଖୁବ ଶିଘ୍ର ଇଡି ଏମାନଙ୍କୁ ପଚାରଉଚାର ଆରମ୍ଭ କରିବ ବୋଲି ଜଣାପଡିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0