ଖୋର୍ଦ୍ଧା:ଚିଲିକା ବ୍ଲକ ବଡକୁଳ ପଞ୍ଚାୟତ ଖଡ଼ିକା ପଲ୍ଲୀ ଗ୍ରାମ ପୋଖରୀ ନିକଟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାର ଗୋଟିଏ ଲିମ୍ବ ଗଛରେ କ୍ଷୀର ଝରୁଥିବ ଗାଁର ଲୋକ ମାନେ ଦେଖିବାକୁ ପାଇଥିଲେ । କିନ୍ତୁ ଆଶ୍ଚର୍ୟ୍ୟ ର କଥା ଲିମ୍ବ ବୃକ୍ଷ ପିତା ହୋଇଥିବା ବେଳ ଏଥିରୁ ମିଠା କ୍ଷୀର ଝରୁଥିବା ଦେଖିବାକୁ ମିଳିଛି । ଏହି ଗଛ କୁ ଦେଖିବା ପାଇଁ ବିଭିନ୍ନ ଜାଗାରୁ ଲୋକମାନେ ଆସୁଥିବା ବେଳେ ଏହି ଲିମ୍ବ ଗଛ କୁ ଭଗବାନ ବିଜେ କରିଛନ୍ତି ଭାବି ପୂଜା କରିବା ପାଇଁ ସେହି ଅଞ୍ଚଳର ଲୋକ କହୁଛନ୍ତି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0