ନୟାଗଡ : ନୟାଗଡ ଜିଲ୍ଲା ଶାଳପଡା ପଞ୍ଚାୟତ ଅନ୍ତର୍ଗତ ମଣିବନ୍ଦ ପଡିଆରେ ଚାଲିଥିବା ୧୬ତମ T-୨୦ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ଏହି ଖେଳ ୭ଦିନ ଧରି ଚାଲିଥିଲା l ଆଜି ଫାଇନାଲ ମ୍ୟାଚ ରେ ମା’ ରାମଚଣ୍ଡୀ କ୍ରିକେଟ କ୍ଲବ ରାମପଡ଼ା ସହିତ ଚକ୍ରଧର ପ୍ରସାଦ ସହିତ ଖେଳ ଫାଇନାଲ ହୋଇଥିଲା l ଚକ୍ରଧର ପ୍ରସାଦ ପ୍ରଥମେ ଟଚ ଜିତି ବ୍ୟାଟିଂ କରି ଓଭର ୧୭.୩ବଲ ରେ ସମସ୍ତ ୱକେଟ ହରାଇ ୧୩୨ରନ ସଙ୍ଗ୍ରହ କରିଥିଲାl ଜବାବରେ ରାମପଡ଼ା ଦଳ ଓଭର ୧୫.୪ବଲ ରେ ୪ଗୋଟି ୱକେଟ ହରାଇ ଆବଶ୍ୟକ ରନ ସଙ୍ଗ୍ରହ କରି ବିଜୟୀ ହୋଇଥିଲା l ଅଜିତ ସ୍ୱାଇଁ ୩୪ବଲ ରେ ୬୦ରନ କରି ମ୍ୟାନ ଉପ ଦ ସିରିଜ ହୋଇ ରାମପଡା ଦଳକୁ ବିଜୟୀ କରିଥିଲେ l ଟୁନା ମ୍ୟାନ ଉପ ଦ ମ୍ୟାଚ ବିବେଚିତ ହୋଇଥିଲେ l ବିଜେତା ଏବଂ ପରାଜିତ ଦଳକୁ ୫୦୦୦ ଏବଂ ୩୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ ମା ମଙ୍ଗଳା କ୍ରିକେଟ କ୍ଲବ ର ସଭାପତି ମୁରଲୀ ମହାନ୍ତି l ଏବଂ best volunteer award ରାଜୁ ଜେନାକୁ ପ୍ରଦାନ କରାଯାଇଥିଲା l ଖେଳକୁ ପରିଚାଳନା କରିଥିଲେ ଦୀପକ ସ୍ୱାଇଁ ଏବଂ ଅଜୟ ପଟନାୟକ l ଦୂରଭାଷ କରିଥିଲେ ରାମଚନ୍ଦ୍ର ସାହୁ କରିଥବାବେଳେ ସ୍କୋର ବୋର୍ଡ଼ କରିଥିଲେ ତାପସ ସ୍ୱାଇଁ l



Visitors Today : 5
Total Visitors : 130174
Total Views : 9891621
Visitors Online Now : 0