ଗୋଟେପଟେ ପୁଡୁଚେରୀରେ କଂଗ୍ରେସ ସରକାର ସଂକଟରେ ଥିବା ବେଳେ ପୁଡୁଚେରୀ ରାଜ୍ୟପାଳ ଥିବା କିରଣ ବେଦୀଙ୍କୁ ଫେରାଇ ନେଇଛନ୍ତି କେନ୍ଦ୍ର ସରକାର । ଏହି ପଦ ଗୋଟିଏ ଦିନ ଖାଲି ପଡିବା ପରେ ଆଜି ତାମିଲ ସାଇ ପୁଡୁଚେରୀର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାମିଲ ସାଇ ଏବେ ତେଲେଙ୍ଗାନାର ରାଜ୍ୟପାଳ ଅଛନ୍ତି । ତାଙ୍କୁ ତେଲେଙ୍ଗାନା ସହ ପୁଡୁଚେରୀର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଆୟୋଜିତ ଏକ ଉତ୍ସବରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣ ସ୍ୱାମୀଙ୍କ ଉପସ୍ଥିତିରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0