spot_img

ବିନା ହେଲମେଟରେ ବାଇକ ଚଲାଇବା ହିରୋଇନଙ୍କୁ ପଡ଼ିଲା ମହଙ୍ଗା

ମୁମ୍ବାଇ: ବିନା ହେଲମେଟରେ ବାଇକଚଲାଇବା ହିରୋଇନଙ୍କୁ ପଡ଼ିଲା ମହଙ୍ଗା । ନିକଟରେ ଫିଲ୍କ ସୁଟିଂ ବେଲେ ବିନା ହେଲମେଟରେ ଗାଡ଼ି ଚଳାଉଥିଲେ ତାପସୀ ପାନ୍ନୁ । ତେବେ ଏନେଇ ତାଙ୍କର ଚାଲାଣ ମଧ୍ୟ କଟିଛି ।

ଏକଥା ତାପସୀ ନିଜେ ସେସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏନେଇ ସେ ଏକ ଫଟୋମଧ୍ୟ ସେୟାର କରିଛନ୍ତି ।

ସେ ଫଟୋରେ ଡେନିମ୍ ପିନ୍ଧି ବାଇକରେ ବସିଥିବାର ନଜର ଆସୁଛନ୍ତି ଏବଂ ସେ ହେଲମେଟ୍ ପିନ୍ଧିନଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular