ଆଡିଲେଡ: ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆ ବୋଲର । ତେବେ ତୃତୀୟ ଦିନ ଖେଳ ଆରମ୍ଭ ହେବା ପରେ ଭାରତୀୟ ଦଳକୁ ଗୋଟିଏ ପରେ ଗୋଟିଏ ୱିକେଟ ନେଇ ଝଟକା ଦେଇଥିଲା ଘୋରଇ ଦଳ । ମାତ୍ର ୩୬ ରନ ହୋଇଥିବାବେଳେ ସମସ୍ତ ୱିକେଟ ହରାଇଛି ଭାରତୀୟ ଦଳ । ଅନ୍ୟପଟେ ବିପକ୍ଷ ଦଳକୁ ମାତ୍ର ୯୦ ରନର ଲକ୍ଷ୍ୟ ଦେଇ ମ୍ୟାଚକୁ ନିଜ ହାତରୁ ହରାଇଛି ଟିମ ଇଣ୍ଡିଆ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0