ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ଟିମ ଇଣ୍ଡିଆର ସମସ୍ତ ଖେଳାଳି ଓ ଷ୍ଟାଫ ଆଜି ତାଙ୍କର କ୍ୟାରେଣ୍ଟିନ ଶେଷ କରିଛନ୍ତି । ତେବେ କ୍ୟାରେଣ୍ଟିନରେ ରହିବା ସମୟରେ ପ୍ରତ୍ୟେକ ଖେଳାଳିଙ୍କ ୩ଥର କୋଭିଡ-୧୯ ଟେଷ୍ଟ କରାଯାଇଥିଲା । ଅନ୍ୟପଟେ ଭାରତୀୟ ଖେଳାଳି ଖୁବ ଶୀଘ୍ର ଟ୍ରେନିଂ ସେସନ ଆରମ୍ଭ କରିବା ପାଇଁ ଯାଉଥିବାର ସୂଚନା ମିଳିିଛି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଚଳିତ ମାସ ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0