ଶ୍ରୀନଗର: କୁଲଗ୍ରାମରୁ ଗିରଫ ହୋଇଛନ୍ତି ଲଶ୍କର-ଇ-ତୋଏବା ଆତଙ୍କବାଦୀ । ତେବେ ସଙ୍ଗଠନର ସଦସ୍ୟ ଜହୁର ଅହମ୍ମଦ ରାଥେରକୁ ସାମ୍ବା ଜିଲ୍ଲାରୁ ଗିରଫ କରିଛି ଜାମ୍ମୁକାଶ୍ମର ପୁଲିସ । ଏହା ସହ ଗତବର୍ଷ କୁଲଗାମରେ ୩ ଭାଜପା ନେତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଜହୁରଙ୍କ ବିରୋଧରେ ରହିଛି । ସେ ଗୁଳିକରି ଭାଜପାର ଫିଦା ହୁସେନ, ଉମର ରଶିଦ ବେଗ ଏବଂ ଉମର ହାଜାମଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0