ମୁମ୍ବାଇ: ଟେରେନ୍ସ ଲୁଇସଙ୍କ ସହ ବଲିଉଡ଼ ଗୀତରେ ଠୁମୁକା ଲଗାଇଲେ ନୋରା । ଇଣ୍ଡଆଜ ବେଷ୍ଟ ଡ଼୍ୟାନ୍ସ ରିଆଲିଟ ସୋରେ ପୁଣି ଥରେ କମବ୍ୟାକରିଛନ୍ତି ବଲିଉଡ଼ର ଦିଲବର ନୋରା ଫତେଇ । ସୋରେ ଏହି ଦୁହିଁଙ୍କ ଯୋଡ଼ିକୁ ଖୁବ ପସନ୍ଦ କରନ୍ତି ଦର୍ଶକ ।

ଡ୍ୟାନ୍ସ ରିଆଲଟି ସୋ ଏପିସୋଡର ଏକ ଭିଡିଓ କ୍ଲିପ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏହି ଭିଡିଓରେ ଟେରେନ୍ସ ଓ ନୋରା ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଡ୍ୟାନ୍ସଟି ବଲିଉଡ ଗୀତ ହାମ ଆପକେ ହେଁ କୋନରୁ ଆରମ୍ଭ ହୋଇ ପେହଲା ପେହଲା ପ୍ୟାର ଗୀତରେ ଶେଷ ହୋଇଛି।

ସୋର ସହ-ଜର୍ଜ ଗୀତା କପୁର ସହିତ ଦର୍ଶକ ମଧ୍ୟ ଉଭୟଙ୍କୁ ଚିୟର କରୁଥିବାର ନଜର ଆସିଛି।ହ୍ଵାଇଟ କଲର ଆଉଟଫିଟରେ ଷ୍ଟନିଙ୍ଗ ଦେଖାଯାଉଥିବା ନୋରା ବ୍ଲସ କରିବା ବନ୍ଦ କରୁନଥିଲେ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0