ପୁରୀ: ପୁରୀ ବସଷ୍ଟାଣ୍ଡରେ ରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଦ୍ୱାରା ୩ଟି ବସ ସମ୍ପୁର୍ଣ୍ଣ ଜଳିଯାଇଛି । ସୋମବାର ସନ୍ଧାା ୭ଟାରେ ଏହି ଅଗ୍ନିକାଣ୍ଡ ଘଟିଛି । ପ୍ରଥମେ ଜୟ ଦୁର୍ଗା, ମା ଭୁବନେଶ୍ୱର ବସରେ ନିଆଁ ଲାଗିଥିଲା । ପରେ ଅଗ୍ନିକାଣ୍ଡ ଭୟଙ୍କର ହୋଇ ତିନୋଟି ବସ ସମ୍ପୃଣ୍ଡି ଜଳିଯାଇଥିଲା । ଖବର ପାଇ ପୁରୀ ଦମକଳ ବାହୀନିର ଯବାନମାନେ ପହଂଚି ନିଆଁ କୁ ଆୟୋତ୍ତ କରିଥିଲେ । ନିଆଁ ଲାଗିବାର ପ୍ରକୃତ ଘଟଣା ଜଣାପଡ଼ିନଥିବା ବେଳେ ପୁରୀ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0