ଉମରକୋଟ: ଅଗ୍ନିଶମ ବିଭାଗର ଅଗ୍ନିଶମ ସେବା ସପ୍ତାହ ୧୪ ରୁ ୨୦ ତାରିଖ ପର୍ୟ୍ୟନ୍ତ ପାଳନ କରିବେ ବୋଲି ଉମରକୋଟ ଅଗ୍ନିଶମ ବିଭାଗ ର ଅଧିକାରୀ ଶ୍ରୀ ଦୀପକ୍ କୁମାର କୋର କହିଛନ୍ତି । ଏହି ଦିବସରେ ବିଭାଗୀୟ କର୍ମଚାରୀ ମାନେ କାର୍ୟ୍ୟାଳୟ ସମ୍ମୁଖରେ ପ୍ରଥମେ ନୀରବ ପ୍ରଥନା କରିଥିଲେ । ରୋଡ଼ ମାର୍ଚ୍ଚ କରି ସହିଦ୍ ଦିବସ ପାଳନ କରିଥିଲେ। ଏବଂ ଅଂଗ୍ନିସମ ବିଭାଗ ଗାଡ଼ି ରେ ଉମରକୋଟ ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନା କରିଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0