ଦୀର୍ଘ 8 ଘଣ୍ଟା ଧରି ହାତୀଟି ମହାନଦୀର ପାଣି ସୁଅରେ ରହିଛି | ତେବେ ହାତୀ କୁ ବଞ୍ଚାଇବାକୁ ଯାଇ ବୋଟ ଓଲଟି ପଡିଛି | ବର୍ତ୍ତମାନ ସମସ୍ତଙ୍କ ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇ ପଡିଛି | ଓଡ୍ରାଫ ର କର୍ମଚାରୀ ଓ ଗଣମାଧ୍ୟମର ଦୁଇ ପ୍ରତିନିଧି ବୁଡି ଯାଇଛନ୍ତି | ସ୍ଥାନୀୟ ଲୋକମାନେ ମଧ୍ୟ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି | ଦୌଡ଼ି ପକାଇ ସେମନନଙ୍କୁ ଉଦ୍ଧାର କରାଯାଉଛି | ସବୁଠାରୁ ବଡ କଥା ହାତୀ କୁ ବଞ୍ଚାଇବାକୁ ଯାଇ ବୋଟ ଟି ଓଲଟି ପଡିଛି |



Visitors Today : 0
Total Visitors : 130166
Total Views : 9891611
Visitors Online Now : 0