spot_img

ଖୁବଶୀଘ୍ର ଦିଆଯିବ ବୁଷ୍ଟର ଡୋଜ୍

ଭାରତରେ ପ୍ରତିରକ୍ଷା ପାଇଁ ଜାତୀୟ ବୈଷୟିକ ପରାମର୍ଶଦାତା ଟିମ୍ କୋଭିଡ -19 ଟିକାର ବୁଷ୍ଟର ଡୋଜ୍ ନେଇ ବିଚାର ବିମର୍ଷ କରିବେ । ଆଜି ଏନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡରେ ବୁଷ୍ଟର ଡୋଜର ଉପକାରିତା ବିଷୟରେ କୌଣସି ବୈଜ୍ଞାନିକ ଭିତ୍ତି କିମ୍ବା ଅନୁସନ୍ଧାନ ସାମ୍ନାକୁ ଆସିନାହିଁ । ସୂଚନା ଥାଉକି, କର୍ଣ୍ଣାଟକରେ ସଂକ୍ରମିତ ୬୯ ଜଣ ଛାତ୍ର କର୍ଣ୍ଣାଟକର ଶିଭାମୋଗା ଏବଂ ଚିକମାଗାଲୁର ଜିଲ୍ଲାର ବୋଲି ଜଣାପଡିଛି । ବୁଷ୍ଟର ଡୋଜ୍ ଟିକାଗୁଡ଼ିକର ନିୟମିତ ମାତ୍ରାଠାରୁ ଟିକେ ଭିନ୍ନ ରହିବ । ଏହା ସେହି ସମୟରେ ଦିଆଯିବ, ଯେତେବେଳେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମି କମି ଆସୁଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular