spot_img

ବାଲି ବୋଝେଇ ଟ୍ରାକ୍ଟର ଜବତ ଡ୍ରାଇଭର୍ ଫେରାର୍

କେନ୍ଦୁଝର: ପାଟଣା ରେଜ୍ ସାହାରପଡା ଫରେଷ୍ଟ ସେକ୍ସନ୍ ଅର୍ନ୍ତଗତ ପୁରୁଣା ପାଣି ବିରଳ ନଦୀରୁ ଏକ ଟ୍ରାକ୍ଟର ଙଊ ୧୧ଞ୩୬୫୨ ବିନା କାଗଜପତ୍ରରେ ବାଲି ଲୋଡ୍ କରିଥିବା ବେଳେ ବନ ବିଭାଗ ତରଫରୁ ଟ୍ରାକ୍ଟର କୁ ଜବତ କରାଯାଇଛି । ଘଟଣା ସ୍ଥଳରୁ ଡ୍ରାଇଭର୍ ଫେରାର୍ ହୋଇ ଥିବା ଜଣାପଡିଛି । ଚଢାଉରେ ସାହାରପଡା ଭାରପ୍ରାପ୍ତ ଫରେଷ୍ଟର ରୂପଶ୍ରୀ ସାହୁ ବନରକ୍ଷୀ ନାରୁପମା ମହାକୁଡ, ଟ୍ରାକ୍ଟର କୁ ସିଜ୍ କରି ପାଟଣା ରେଜ୍ ଅଫିସ୍ କୁ ହସ୍ତାନ୍ତର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular